ପୁଣି ଗର୍ଜିଲା ମାଓବାଦୀଙ୍କ ଲ୍ୟାଣ୍ଡମାଇନ, ବିସ୍ଫୋରଣରେ ହେଡ୍ କନେଷ୍ଟବଳ ମୃତ
ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ । ୧୬୦ ବାଟାଲିୟନ ହେଡ୍ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ ହୋଇଛନ୍ତି ।
ମାଲକାନଗିରି(କେନ୍ୟୁଜ୍): IED ବିସ୍ଫୋରଣରେ ହେଡ୍ କନେଷ୍ଟବଳ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ । ୧୬୦ ବାଟାଲିୟନ ହେଡ୍ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଛି ନାରାୟଣପୁର ପୋଲିସ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଓରଛା ଜଙ୍ଗଲରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ। ଜାଣେ ଯବାନ ଶହୀଦ। 160ବାଟାଲିୟନ ହେଡ୍ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କୁ ଜୋରଦାର କରିଛି ନାରାୟଣପୁର ପୋଲିସ ।