Below header

ଶିମିଳିପାଳର ଅନେକ ସ୍ଥାନରେ ବରଫ ପାତ, କମିବାରେ ଲାଗିଛି ତାପମାତ୍ରା

ଶିମିଳିପାଳ (କେନ୍ୟୁଜ୍) : ମୟୂରଭଞ୍ଜରେ ତାପମାତ୍ରା କମିବାରେ ଲାଗିଛି । ଶିମିଳିପାଳର ଅନେକ ସ୍ଥାନରେ ବରଫ ପାତ ହୋଇଥିବା ଦେଖିବାକୁ ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଗତ ବର୍ଷ ମାଇନସ ୫ ଡିଗ୍ରୀ ତାପାମାତ୍ରା ଥିବା ବେଳେ ଚଳିତବର୍ଷ ଜିରୋ ଡିଗ୍ରୀ ତାପାମାତ୍ରା ରହିଛି । ଦୁଇ ଦିନ ମଧ୍ୟରେ ତାପାମାତ୍ରା ଆହୁରି ଖସିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.