Below header

ଅନୁଗୋଳ ବନଖଣ୍ଡ ଅଙ୍ଗାରବନ୍ଧ ଗାଁରେ ହାତୀ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଲୋକ

ଅନୁଗୋଳ(କେନ୍ୟୁଜ୍‌) : ଅନୁଗୋଳ ବନଖଣ୍ଡ ଅଙ୍ଗାରବନ୍ଧ ଗାଁରେ ଦେଖାଦେଇଛି ହାତୀ ଆତଙ୍କ । ଅଙ୍ଗାରବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି ୩୦ ଟିକିଆ ହାତୀ ପଲ । ଭୟରେ ଦିନ କାଟୁଛନ୍ତି ଲୋକ । ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀପଲକୁ ଜଙ୍ଗଲ ଆଡକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.