Below header

୧୭ରେ ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟ ବର୍ଜନ

୧୭ରେ ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟ ବର୍ଜନ । ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ଦାବିରେ ବାର୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି । ହାଇକୋର୍ଟରେ ୨୭ ଜଣ ବିଚାରପତି ରହିବା କଥା । ଏବେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ସେହିପରି ଏକ ଲକ୍ଷ ୭୦ ହଜାର କେସ୍ ବିଚାରାଧୀନ ଅଛି । ଖାଲି ପଡ଼ିଥିବା ବିଚାରପତି ପଦରେ ତୁରନ୍ତ ନିଯୁକ୍ତି ଦାବିରେ ଆସନ୍ତା ୧୭ରେ ହାଇକୋର୍ଟ ବାର୍ ଆସୋସିଏସନ କୋର୍ଟ କାର୍ଯ୍ୟ ବର୍ଜନ କରିବ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.