ସହିହେଲାନି ରୋଗକଷ୍ଟ, କିରୋସିନି ଢ଼ାଳି ଆତ୍ମହତ୍ୟା କଲେ ଏଚଆଇଭି ସଂକ୍ରମିତ

ମୟୂରଭଞ୍ଜ (କେନ୍ୟୁଜ୍‌) : ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ରୋଗକଷ୍ଟ ସହି ନପାରି ଜଣେ ଏଚଆଇଭି ସଂକ୍ରମିତଙ୍କ ଆତ୍ମହତ୍ୟା । ଦେହରେ କିରୋସିନି ଢାଳିବା ପରେ ନିଆଁ ଲଗାଇ ଦେଇଥିଲା ଏଚଆଇଭି ସଂକ୍ରମିତ । ତାଙ୍କୁ ପଡ଼ୋଶୀ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.