Browsing Tag

HIV

ଏଚଆଇଭି ଠାରୁ ଦୂରେଇ ରହିବା ପାଇଁ ସମାଜକୁ ସଚେତନତା ବାର୍ତା ଦେଲେ ଯୁବତୀମାନେ

ପିପିଲି: ଆପଣମାନଙ୍କର ଦେହ ଖରାପ ହେଲେ ଆପଣମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି । ସେଠାରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ସମୟରେ ଯେଉଁମାନେ ଚିକିତ୍ସା କରୁଛନ୍ତି ସେମାନେ ସଠିକ୍ ଭାବରେ ହାତରେ ଗ୍ଲୋବସ ପିନ୍ଧୁଛନ୍ତିକି ନାହିଁ, ବିଶୋଧିତ ସିରିଞ୍ଜ୍‌ରେ ଇନଜେକ୍ସନ ଦେଉଛନ୍ତି କି…

ଟାଟୁ କରୁଥିଲେ ସାବଧାନ ! ବ୍ୟାପୁଛି ଏଚଆଇଭି ସଂକ୍ରମଣ, ଗାଜିଆବାଦରେ ୬୮ ମହିଳା ସଂକ୍ରମିତ

ଟାଟୁ କରି ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି ୬୮ ମହିଳା । ଗାଜିଆବାଦରେ ୬୮ ମହିଳା ଏଚଆଇଭି ସଂକ୍ରମିତ ହେବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି । ସଂକ୍ରମିତ ମହିଳାଙ୍କ ମଧ୍ୟରେ ଗର୍ଭବତୀ ଥିବା ଜଣାପଡିଛି । ଏହି ମହିଳାଙ୍କୁ ସଂକ୍ରମଣର କାରଣ ଟାଟୁ କରିବା ବୋଲି…

ତ୍ରିପୁରାରେ କାୟା ମେଲାଇଲାଣି HIV; ୮୨୮ ଛାତ୍ର ପଜିଟିଭ ଚିହ୍ନଟ, ୪୭ ମୃତ

ତ୍ରିପୁରାର ସ୍କୁଲରେ ଛାତ୍ରମାନଙ୍କୁ ଏଡ୍‌ସ ରୋଗ ହେବାର ଗୁରୁତର ମାମଲା ସାମ୍ନାକୁ ଆସିଛି । ତ୍ରିପୁରା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି (TSSES)ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଏଚ୍ଆଇଭି ଯୋଗୁ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହିତ ୮୨୮ ଜଣ ଛାତ୍ର ଏଚ୍ଆଇଭି…

ଆଜି ବିଶ୍ୱ ଏଡ୍‌ସ ଦିବସ: ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍‌ ଦିବସ । ଏହି ଦିନ ଏଡସ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଏ । ଏଡସ୍ ଏକ ବିପଜ୍ଜନକ ରୋଗ, ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ । ଏହି ରୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି…

ଆସିଲା ପିଲାମାନଙ୍କ ଚିକିତ୍ସା ପାଇଁ ନୂଆ ଏଚଆଇଭି ଔଷଧ, ନିରାପଦ ଏବଂ ପ୍ରଭାବଶାଳୀ

ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ । କଲରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକ ମାନେ ଏଚଆଇଭିର ଏହି ନୂତନ ଚିକିତ୍ସା ପଦ୍ଧତିକୁ ବିକଶିତ କରିଛନ୍ତି । ଏଚଆଇଭି ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ସୁତ୍ରର ମାତ୍ରା, ନିରାପତ୍ତା…

ଗର୍ଭବତୀ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ରଚିଲେ ଭୟଙ୍କର ଷଡ଼ଯନ୍ତ୍ର! ବାହାନା କରି ଲଗାଇ ଦେଲେ HIV ସଂକ୍ରମିତ…

ଆନ୍ଧ୍ର ପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। କାହିଁକି ନା, ଅଭିଯୁକ୍ତ ସ୍ୱାମୀ କୌଣସି ବି ପ୍ରକାରେ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ। ଅଭିଯୋଗ ରହିଛି ଯେ ତାଙ୍କ ସ୍ତ୍ରୀ…

ବୈଜ୍ଞାନିକଙ୍କ ଦାବି ଏବେ ଏଡ଼ସ ଭଳି ମାରାତ୍ମକ ରୋଗ କବଳରେ କୁକୁର

ଏଡସ ଭଳି ମାରାତ୍ମକ ରୋଗ କୁକୁରମାନଙ୍କ ମଧ୍ୟରେ ବି ବିସ୍ତାର ହେଉଛି ନିକଟରେ ଏମିତି ଏକ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଯଦି ଏହି ରୋଗ କୁକୁରମାନଙ୍କଠାରେ ଦେଖାଯାଏ । ତେବେ ଚିକିତ୍ସା ନହେବା ପରେ ସେମାନେ କିଛି ଦିନ ମଧ୍ୟରେ ମରିଯାଆନ୍ତି ।…

ଶାରୀରିକ ସମ୍ପର୍କ ବେଳେ ଏହି ବଦଭ୍ୟାସ ଯୋଗୁ ହୋଇପାରନ୍ତି HIV ର ଶିକାର, ଆଜି ହିଁ ଛାଡ଼ନ୍ତୁ

ଶାରୀରିକ ସମ୍ପର୍କ ବେଳେ ବେଳେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ବେଳେବେଳେ ସତର୍କ ରହିବା ଜାଣିବା ପରେ ବି ଲୋକମାନେ ସେକ୍ସ କରିବା ବେଳେ ସାବଧାନ ରହିନଥାନ୍ତି। ଫଳରେ ପରେ ନାନା ସମସ୍ୟା ଦେଖାଦିଏ। ଏଣୁ ଯୌନ ସମ୍ପର୍କ ବେଳେ କି କି ସାବଧାନତା ଅବଲମ୍ବନ କରିବା ଉଚିତ ତାହା ଜାଣିବା…

ନୋବେଲ ବିଜେତାଙ୍କ ଦାବି ଏଚଆଇଭି ପାଇଁ ଔଷଧ ଖୋଜିବାର ପରିଣାମ ହେଉଛି କରୋନା ଭାଇରସ, ପ୍ରାକୃତିକ ରୂପେ ଉତ୍ପନ୍ନ…

ମାନବ ରୋଗ ପ୍ରତିରୋଧକ କ୍ଷମତା ଭାଇରସ ବା ଏଚ.ଆଇ.ଭି.କୁ ଖୋଜି ବାହାର କରିଥିବା ନୋବେଲ ବିଜେତା ଫରାସୀ ପ୍ରଫେସର ଲୁକ ମୋଣ୍ଟାଗ୍ନେୟାର କରୋନା ଭାଇରସକୁ ନେଇ ଏକ ବଡ଼ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଏଡ଼ସର ଚିକିତ୍ସା କରିବା ପାଇଁ ଭ୍ୟାକସିନ ବିକସିତ କରିବାର ପରିଣାମ ହେଉଛି…

ସହିହେଲାନି ରୋଗକଷ୍ଟ, କିରୋସିନି ଢ଼ାଳି ଆତ୍ମହତ୍ୟା କଲେ ଏଚଆଇଭି ସଂକ୍ରମିତ

ମୟୂରଭଞ୍ଜ (କେନ୍ୟୁଜ୍‌) : ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ରୋଗକଷ୍ଟ ସହି ନପାରି ଜଣେ ଏଚଆଇଭି ସଂକ୍ରମିତଙ୍କ ଆତ୍ମହତ୍ୟା । ଦେହରେ କିରୋସିନି ଢାଳିବା ପରେ ନିଆଁ ଲଗାଇ ଦେଇଥିଲା ଏଚଆଇଭି ସଂକ୍ରମିତ । ତାଙ୍କୁ ପଡ଼ୋଶୀ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।…

ବୁର୍ଲା ଭିମସାରରେ ରୋଗୀଙ୍କ ଜୀବନ ସହ ଖେଳ, HIV ସଂକ୍ରମିତ ରୋଗୀଙ୍କ ଅପରେସନ ଉପକରଣରେ ଅସ୍ତ୍ରୋପଚାର

ସମ୍ବଲପୁର(କେନ୍ୟୁଜ୍): ବୁର୍ଲା ଭିମସାରରେ ରୋଗୀଙ୍କ ଜୀବନ ସହ ଖେଳ। ମେଡିକାଲର ଦନ୍ତ ବିଭାଗରେ ଜଣେ ଏଡସ ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଖବର ଜଣାପଡ଼ିଛି। ଏହାପରେ HIV ସଂକ୍ରମିତ ରୋଗୀଙ୍କ ଅପରେସନ ଉପକରଣରେ ଅନ୍ୟ ୧୨ଜଣଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଏହା ଜଣାପଡିବା ପରେ ରୋଗୀ ଓ…