ଭୁବନେଶ୍ୱରରେ ଭିଡ କମାଇବାକୁ ରାତିରେ ଖୋଲିବ ରାସନ ଦୋକାନ, ସକାଳ ୭ଟାରୁ ଆରମ୍ଭ ହୋଇଛି ହୋମ୍‌ ଡେଲିଭରି

ଭୁବନେଶ୍ୱର: ଭୁବନେଶ୍ୱରରେ ଭିଡ କମାଇବାକୁ ରାତିରେ ଖୋଲିବ ରାସନ ଦୋକାନ। ଆରମ୍ଭ ହୋଇଛି ହୋମ୍‌ ଡେଲିଭରି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ହୋମ୍‌ ଡେଲିଭରି। ଭୁବନେଶ୍ୱରରେ ୨୮ଟି ଷ୍ଟୋରରୁ ହେବ ହୋମ ଡେଲିଭରି। ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ନରଖୁଥିବାରୁ କମିଶନରେଟ୍‌ ପୋଲିସ ଏଭଳି ପଦକ୍ଷେପ ନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.