Below header

ଅନୁଗୁଳ : ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଜୁଭେନାଇଲ୍‌ ଅନ୍ତେବାସୀ

ଅନୁଗୁଳ(କେନ୍ଯୁଜ୍) : ଅନୁଗୁଳ ଜୁଭେନାଇଲ୍‌ ଜେଲ୍‌ ତଥା ଉପଖଣ୍ଡ ପରିବୀକ୍ଷଣ ଛାତ୍ରାବାସରେ ଅନ୍ତେବାସୀଙ୍କ ଆନ୍ଦୋଳନ । ହଷ୍ଟେଲରେ ସଠିକ୍‌ ଖାଦ୍ୟ ଖାଇବାକୁ ନଦେବା, ପରିବିକ୍ଷଣ ଅଧିକାରୀଙ୍କ ଅନ୍ତେବାସୀଙ୍କୁ ଦୁବ୍ୟର୍ବହାର, ଅନ୍ତେବାସୀଙ୍କୁ ମାଡ଼ ଆଦି ୧୫ ଦଫା ଦାବି ନେଇ ଆନ୍ଦୋଳନ ଓହ୍ଲାଇଛନ୍ତି । ଏସ୍‌ପି ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି । ଅନ୍ତେବାସୀମାନେ ବାହାରକୁ ପଳାଇ ଯିବାକୁ ଉଦ୍ୟମ କରୁଥିବାସହ ଛାତ୍ରାବାସରେ ଅଧିକାରୀଙ୍କୁ ମାଡ଼ ମାରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.