କେନ୍ଦ୍ରାପଡା : ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରା, ବୋଟ ସହିତ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବନବିଭାଗ

ବେଆଇନ ମାଛଧରୁଥିବା ବେଳେ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ । ସମସ୍ତ ମତ୍ସ୍ୟଜୀବୀ ଭଦ୍ରକ ଅଚଳର ବୋଲ ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ନିଷିଦ୍ଧାଞ୍ଚଳର ବରୁଣେଇ ମୁହାଁଣ ନିକଟରେ ମାଛ ଧରିୁଥିବା ବେଳେ ମା ଜାହାଜୀ ମଙ୍ଗଳା-୨ ନାମକ ବୋଟ ସହିତ ୧୭ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି ।

କେନ୍ଦ୍ରାପଡା (କେନ୍ୟୁଜ) : ବେଆଇନ ମାଛଧରୁଥିବା ବେଳେ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ନିଷିଦ୍ଧାଞ୍ଚଳର ବରୁଣେଇ ମୁହାଁଣ ନିକଟରେ ବେଆଇନ ଭାବେ ମାଛ ଧରିୁଥିବା ବେଳେ ବନବିଭାଗ ଦ୍ବାରା ମା ଜାହାଜୀ ମଙ୍ଗଳା-୨ ନାମକ ବୋଟ ସହିତ ୧୭ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି । ସମସ୍ତ ମତ୍ସ୍ୟଜୀବୀ ଭଦ୍ରକ ଅଚଳର ବୋଲ ଜଣାପଡିଛି ।

ଅଲିଭ ରଡେଲ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି ରହିଥିବା ବେଳେ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ବେଆଇନ ଭାବେ ପ୍ରବେଶ କରି ମାଛ ଧରୁଛନ୍ତି । ବନବିଭାଗର ପେଟ୍ରୋଲିଂ ସମୟରେ ଗହୀରମଥା ସମୁଦ୍ରରୁ ଏହି ମତ୍ସ୍ୟଜୀବୀ ମାନେ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.