୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଗତକାଲି ତୁଳନାରେ ଆଜି ତାପମାତ୍ରା କମିବ । ବାୟୁ ଚଳାଚଳରେ ବୃଦ୍ଧି ଘଟିଛି, ସମୁଦ୍ର ମଧ୍ୟରୁ ଶୁଷ୍କ ବାୟୁ ପ୍ରବାହିତ ହେଉଚି।

ଭୁବନେଶ୍ୱର:  ଗତକାଲି ତୁଳନାରେ ଆଜି ତାପମାତ୍ରା କମିବ । ବାୟୁ ଚଳାଚଳରେ ବୃଦ୍ଧି ଘଟିଛି, ସମୁଦ୍ର ମଧ୍ୟରୁ ଶୁଷ୍କ ବାୟୁ ପ୍ରବାହିତ ହେଉଚି।  ଉପକୂଳ ଓଡିଶାରେ ରାତିତ୍ତାପ ମାତ୍ର ଦୃଷ୍ଟାନ୍ତ ମୂଳକ ଭାବରେ ବଢୁଛି । ରାତିରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହୋଇଛି । ଆଜି ଠାରୁ ତାପମାତ୍ରା କମିବ । ପଶ୍ଚିମ ଝଡ ପ୍ରଭାବ ରେ ୨୩ ଓ ୨୪ ତାରିଖରେ ବର୍ଷା ହେବ । ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.