Below header

ବାପ୍ ରେ କି ଚାଲ୍ ! ଅସୁସ୍ଥ ବିଚାରଧୀନ କଏଦୀଙ୍କୁ ଅଧା ବାଟରୁ ଉଠାଇନେଲେ ସମ୍ପର୍କୀୟ

ଭଞ୍ଜନଗର(କେନ୍ଯୁଜ୍): ଅସୁସ୍ଥ ବିଚାରଧିନ କଏଦୀଙ୍କୁ ଉଠାଇନେଲେ ସମ୍ପର୍କୀୟ ଓ ସହଯୋଗୀ । ଅସୁସ୍ଥ ଥିବା କଏଦୀଙ୍କୁ ଜେଲ୍‌ କର୍ମଚାରୀ ମେଡିକାଲ ନେଉଥିବା ବେଳେ ଉଠାଇ ନେଇଛନ୍ତି । ଘଟଣା ଘଟିଛି ଆସିକା ସବ୍‌ ଜେଲ୍‌ରେ ।

ଘଟଣା ବେଳେ ଜେଲ୍‌ କର୍ମଚାରୀଙ୍କୁ ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ନେଇ ଜେଲ୍‌ କର୍ତ୍ତୁପକ୍ଷ ଦିଲ୍ଲୀପ ଜେନା ଆସିକା ଥାନାରେ ଲିଖିତ ଏତଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.