ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋର ଅତିରିକ୍ତ DG ଭାବେ ଦାୟିତ୍ୱ ନେଲେ IPS ସତ୍ୟନାରାୟଣ ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ । ଅତିରିକ୍ତ ଭାବେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋର DG ଦାୟିତ୍ୱରେ ରହିବେ ଏସ୍‌ଏନ୍‌ ପ୍ରଧାନ ।

ରାକେଶ ଅସ୍ଥାନା ଦିଲ୍ଲୀ ପୋଲିସ ମୁଖ୍ୟ ଭାବେ ନିଯୁକ୍ତ ହେବା ପରେ ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ଏସଏନ ପ୍ରଧାନ। ରାକେଶ ଅସ୍ଥାନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୮ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର ଆଇପିଏସ ଅଫିସର ସତ୍ୟ ନାରାୟଣ ପ୍ରଧାନ। ବର୍ତ୍ତମାନ ସେ ଏବେ ଏନଡିଆରଏଫ ଡିଜି ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.