ବିପଦ ସଙ୍କେତ ଉପରେ ଜଳକା, ପାଣିଘେରରେ ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଗାଁ

ଜଳେଶ୍ବର(କେନ୍ଯୁଜ୍): ବିପଦ ସଙ୍କେତ ଉପରେ ଜଳକା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ବର୍ତ୍ତମାନ ୬.୭୭ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି ।

ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୃଦ୍ଧି ପାଇଛି ଜଳକାର ଜଳସ୍ତର । ପାଣିଘେରରେ ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଗାଁ । ଚାଷ ଜମି ସବୁ ଜଳମଗ୍ନ ହୋଇପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.