ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହୀଦ, ଅନ୍ଯ ଜଣେ ଗୁରୁତର

ମାଲକାଗିରି: ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହୀଦ ଆଉ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀ ଘଟାଇଛନ୍ତି  ଏଭଳି ହିଂସାକାଣ୍ଡ।

ନାରାୟଣପୁର ଜିଲ୍ଲା ସଦରମହକୁମାରୁ ୧୮କିମି ଦୂରରେ ଆଇଟିବିପି ଯବାନ ମାଓ ଦମନ ଅପରେସନ ଯିବାବେଳେ ମାଓବାଦୀ ଘଟାଇଛନ୍ତି ଏଭଳି ହିଂସାକାଣ୍ଡ। ଗୁରୁତର ଯବାନଙ୍କୁ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର SP ନିରଜ ଚନ୍ଦ୍ରାକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.