Below header
Browsing Tag

jawan sahid

ସହିଦ ଓଡ଼ିଆ ଯବାନ ଜ୍ୟୋତିପ୍ରକାଶଙ୍କ ନିଜ ଗାଁ ଖଣନ୍ତରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଟାଙ୍ଗୀ(କେନ୍ଯୁଜ୍): ଜଣେ ଓଡ଼ିଆ ଯବାନ ଦେଶ ପାଇଁ ଡ୍ୟୁଟି କରୁଥିବା ଅବସ୍ଥାରେ ସହିଦ ହୋଇଛନ୍ତି। ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗ୍ରାମର ଦେବରାଜ ମହାରଣାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ମହାରଣା (୨୫)। ଜ୍ୟୋତି ପ୍ରକାଶଙ୍କ ପିତା ମଧ୍ୟ ପୂର୍ବତନ ସେନା…

ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହୀଦ, ଅନ୍ଯ ଜଣେ ଗୁରୁତର

ମାଲକାଗିରି: ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହୀଦ ଆଉ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀ ଘଟାଇଛନ୍ତି  ଏଭଳି ହିଂସାକାଣ୍ଡ। ନାରାୟଣପୁର ଜିଲ୍ଲା ସଦରମହକୁମାରୁ ୧୮କିମି ଦୂରରେ ଆଇଟିବିପି ଯବାନ ମାଓ ଦମନ…

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍‌ ଜିଲ୍ଲାରେ ନକ୍ସଲଙ୍କ ବିସ୍ଫୋରଣ, ୨ ଯବାନ୍‌ ସହିଦ୍‌

କେନ୍ଦୁଝର: ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍‌ ଜିଲ୍ଲାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ଦୁଇ ଯବାନ୍‌ ସହିଦ୍‌ ହୋଇଛନ୍ତି। ମୃତକ ହେଲେ କନେଷ୍ଟବଳ ହାଇବର ସାହା ଓ କନେଷ୍ଟବଳ କିରଣ ସୁରିନ୍‌। ଯବାନ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ…

ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ହିଂସାକାଣ୍ଡରେ ୨ଜଣ ଯବାନ ସହିଦ୍‌ ହୋଇଛନ୍ତି ଜଣେ ଗୁରୁତର ଆହତ ହୋଇଛନ୍ତି। ITBPର 53ତମ ବାଟାଲିୟନର ଯବାନ୍‌…

ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଜାମ୍ମୁ କଶ୍ମୀର: ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳବିନିମୟ। ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।…