ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌, ଜଣେ ଗୁରୁତର

ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ହିଂସାକାଣ୍ଡରେ ୨ଜଣ ଯବାନ ସହିଦ୍‌ ହୋଇଛନ୍ତି ଜଣେ ଗୁରୁତର ଆହତ ହୋଇଛନ୍ତି।

ITBPର 53ତମ ବାଟାଲିୟନର ଯବାନ୍‌ ସୋନେପୁର ପୋଲିସ ଷ୍ଟେସନ ଅଞ୍ଚଳରେ ମାଓ ଦମନ ଅପରେସନ୍‌ରେ ଯାଇଥିବାବେଳେ ବିସ୍ଫୋରଣ ହୋଇଥିଲା। ସହିଦ୍‌ ଯବାନ ୨ଜଣ IDBPର ଏଲ୍‌ ବାଲାଚନ୍ଦ୍ର ଓ DRG ଯବାନ୍‌ କାନକର ଉସେଣ୍ଡି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.