Browsing Tag

Mao attack

ମାଲକାନଗିରି: ପୋଲିସ୍ ଗୁଳିରେ ୩ ମାଓବାଦୀ ନିହତ, ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ

ମାଲକାନଗିରି(କେନ୍ଯୁଜ୍): ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ସେପଟେ ଲାଲବାହିନୀର ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ…

ଓଡ଼ିଶା-ଝାଡଖଣ୍ଡ ସୀମା ସୋନୁଆ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନ ଉଡାଇଲେ ମାଓବାଦୀ

ରାଉଲକେଲା: ଟ୍ରେନ୍‌ ଲାଇନ ଉଡାଇଲେ ମାଓବାଦୀ। ଝାଡ଼ଖଣ୍ଡର ଚକ୍ରଧରପୁର ରେଳବାଇ ଡିଭିଜନର ଲୋଟାପାହାଡ଼ ଷ୍ଟେସନ ନିକଟରେ ବିସ୍ଫୋରଣ। ଓଡ଼ିଶା-ଝାଡଖଣ୍ଡ ସୀମା ସୋନୁଆ ଷ୍ଟେସନ ନିକଟରେ ବିସ୍ଫୋରଣରେ ଟ୍ରେନ୍‌ ଲାଇନ୍‌ ଛିନ୍‌ଛତ୍ର ହୋଇଯାଇଛି। ଗତକାଲି ରାତିରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା…

ଛତିଶଗଡ଼: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଉଡ଼ିଲା ବସ୍, ୫ ଯବାନ ସହିଦ‌

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ହମ୍‌ଲା । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ଜଣ ସହିଦ ହୋଇଥିବା ବେଳେ ଅନ୍ୟ ୮ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ଦେଇଛନ୍ତି ବସ୍ତର ଡିଆଇଜି। ନାରାୟଣପୁର ଜିଲ୍ଲା କଡେନାର ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ…

ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ହିଂସାକାଣ୍ଡରେ ୨ଜଣ ଯବାନ ସହିଦ୍‌ ହୋଇଛନ୍ତି ଜଣେ ଗୁରୁତର ଆହତ ହୋଇଛନ୍ତି। ITBPର 53ତମ ବାଟାଲିୟନର ଯବାନ୍‌…

ଲାଲଗଡ଼ରେ ମାଓବାଦୀଙ୍କ ନୂଆ ରଣନୀତି: ଖଞ୍ଜିଥିଲେ ୪୦ରୁ ୫୦ ଫୁଟ ଉପରକୁ ଗାଡ଼ି ଉଡାଇବା ଭଳି ଲ୍ୟାଣ୍ଡମାଇନ୍, ଖୋଜି ବାହର…

ମାଲାକାନଗିରି: ଲାଲଗଡ଼ରେ ମାଓବାଦୀଙ୍କ ନୂଆ ରଣନୀତି । ବଦଳୁଛି ପୋଲିସ ଆଟାକ୍‌ର ମାଷ୍ଟର ପ୍ଲାନ୍ । ପୋଲିସକୁ ଚକ୍‌ମା ଦେବାକୁ ମାଓବାଦୀ ଖୋଜୁଛି ନୂଆ ଟେକ୍‌ନିକ୍ । ଏକ ବଡଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଛି ମାଓ ସଂଗଠନ । ପାଖାପାଖି ୪୦ରୁ ୫୦ ଫୁଟ ଉପରକୁ ଗାଡ଼ି ଉଡାଇବା ଭଳି ଏହାର…

ଦାନ୍ତେୱାଡ଼ାରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ମାଲକାନଗିରି (କେନ୍ୟୁଜ୍) : ଦାନ୍ତେୱାଡ଼ାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ଡାକିନେଇ ହତ୍ୟା କରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତାନା ଅଞ୍ଚଳରେ ଘଟିଛି ଏହି ବର୍ବରକାଣ୍ଡ। ଗତକାଲି ରାତିରେ ବସ୍ତାନା ଅଞ୍ଚଳର ଛତରରାମ ସୋଡି ମେଳା ଦେଖିବାକୁ ଯାଉଥିବା…

ଓଡ଼ିଶା ଆସିଲା ସହିଦ୍‌ ଯବାନଙ୍କ ମରଶରୀର, ଗାଁରେ ଶୋକାକୁଳ ପରିବେଶ

କେନ୍ଦୁଝର (କେନ୍ଯୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓ ହମଲା । ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସହିଦ୍‌ଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ । କେନ୍ଦୁଝର ଆନନ୍ଦପୁରର ଯବାନ ବି. ଏମ୍‌. ବେହେରା ସହିଦ ହୋଇଛନ୍ତି । ସହିଦ୍‌…

ମାଲାକନଗିରିରେ ପୁଣି ଲାଲ୍ ତାଣ୍ଡବ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତିନି ମୃତ

ମାଲାକନଗିରି (କେନ୍ୟୁଜ୍) : ପୁଣି ଲାଲ୍ ତାଣ୍ଡବ। ମାଲାକନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ହିଂସାକାଣ୍ଡ। ମେଟଗୁଡେମ ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ପୋଲିସକୁ ଟାର୍ଗେଟ କରି ମାଓବାଦୀମାନେ…