ନବରଙ୍ଗପୁରରେ କାଳବୈଶାଖୀର ପ୍ରଭାବ, ରଜାମାଟୁ ଓ ଲୋହରାକାନି ଗାଁରେ ବ୍ୟାପକ କ୍ଷୟକ୍ଷତି

ନବରଙ୍ଗପୁର(କେନ୍ୟୁଜ୍) : କେଉଁଠି ତାତି ତ କେଉଁଠି ଝଡ। କାଳବୈଶାଖୀ ପ୍ରଭାବରେ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ୍‌ର ରଜାମାଟୁ ଓ ଲୋହରାକାନି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁର ଅନେକ ଘରର ଆଜବେଷ୍ଟ ଓ ଚାଳ ଘରର ଛପର ଉଡ଼ି ଯିବା ସହ ବହୁ ଗଛ ଉପୁଡ଼ି ପଡ଼ିଛି ।

Leave A Reply

Your email address will not be published.