Below header

କୋରାପୁଟ ସୁନାବେଡା ହାଲ୍‌ ସହରରରେ ସନ୍ଧ୍ୟା ହେଲେ ବାହାରୁଛନ୍ତି ଭାଲୁ, ଭୟରେ ଘରୁ ବାହାରୁନାହାଁନ୍ତି ଲୋକେ

କୋରାପୁଟ: ସହରରେ ଭାଲୁ ଆତଙ୍କ। ସନ୍ଧ୍ୟା ହେଲେ ଘରୁ ବାହାରୁନାହାଁନ୍ତି ଲୋକେ। କୋରାପୁଟ ଜିଲ୍ଲା ସୁନାବେଡା ହାଲ୍‌ ସହରରେ ସନ୍ଧ୍ୟା ହେଲେ ଭାଲୁ ଭୟ ରହୁଛି। ଖାଦ୍ୟ ଅନେ୍ଵଷଣରେ ଭାଲୁମାନେ ଦଳ ଦଳ ହୋଇ ଜଙ୍ଗଲ ଛାଡି ସହରକୁ ପଳାଇ ଆସୁଛନ୍ତି।

ଏପରିକି ବେଳେ ବେଳେ ଘରେ ମଧ୍ୟ ପଶିଯାଉଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। ବନବିଭାଗ କର୍ମଚାରୀ ଭାଲୁମାନଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.