ଲକ୍‌ଡାଉନ୍‌ ଘୋଷଣାକୁ ପୂରିଲା ବର୍ଷେ, ୫ଟି ଜିଲ୍ଲା ଓ ୮ଟି ସହର ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ଡାଉନ୍‌ ଘୋଷଣାକୁ ବର୍ଷେ ପୂରିଛି । ୨୧ ମାର୍ଚ୍ଚ ୨୦୨୦ରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ୭ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୫ଟି ଜିଲ୍ଲା ଓ ୮ଟି ସହର ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା । ଏହା ପରେ ଲକ୍‌ଡାଉନ୍‌ ଅବଧି ବାରମ୍ବାର ବୃଦ୍ଧି ହୋଇଥିଲା । ରାଜ୍ୟରେ ଏବେ ଯାଏଁ ସ୍କୁଲ ଖୋଲିନାହିଁ । ଜୀବନଯାତ୍ରା ସ୍ୱାଭାବିକ ହୋଇଛି ହେଲେ, ଏଯାଏଁ ବିପଦ ଟଳିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.