ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌

ଢ଼େଙ୍କାନାଳ (କେନ୍ୟୁଜ୍) : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ । ଆଜି ସକାଳେ ଢ଼େଙ୍କାନାଳ ମହାଦିଆ ପାସେଞ୍ଜର ହଲ୍ଟ ନିକଟ ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଥିଲା । ଏନେଇ ଟ୍ରେନ୍‌ କିଛି ସମୟ ପାଇଁ ଅଟକି ରହିଥିଲା। ରେଳବିଭାଗ ପକ୍ଷରୁ ମରାମତି କରାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.