ଓଡ଼ିଶାରେ ଜୁଲ।ଇ ଓ ଅଗଷ୍ଟରେ କମ ବର୍ଷା: ଆଇଏମଡି ଡିଜି

(କେ ନ୍ୟୁଜ): ଓଡିଶାରେ ଜୁଲାଇ ଓ ଅଗଷ୍ଟରେ ହୋଇଛି କମ୍ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମ୍ ଏହାର ମୁଖ୍ୟ କାରଣ। ଆଗାମୀ ୫ ଦିନରେ ବେଶି ବର୍ଷାର ଆକଳନ ନାହିଁ। ଏହାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି।

ଡିଜିଙ୍କ କହିବା ଅନୁଯାୟୀ, ପ୍ରତି ବର୍ଷ ୧୩ ଓ ୧୪ଟି ଲଘୁଚାପ ସୃଷ୍ଟି ହୋଇଥାଏ। ସେହି ତୁଳନାରେ ଚଳିତ ବର୍ଷ କମ୍ ଲଘୁଚାପ ହୋଇଛି। ତେବେ ଏହାକୁ ନେଇ ଚାଷୀମାନେ ଚିନ୍ତା କରିବାର କାରଣ ନାହିଁ ବୋଲି ସେ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.