ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ: ଏଥର ସପ୍ତାହକୁ ୩ ଦିନ ବନ୍ଦ ରହିବ ଦର୍ଶନ

ରାୟଗଡା: ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ। ସପ୍ତାହକୁ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ଦର୍ଶନ । ମଙ୍ଗଳବାର, ବୁଧବାର ଓ ରବିବାର ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ।

କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.