ମୋବାଇଲ ଟାୱାର ଉପରେ ଚଢି ଆତ୍ମାହୁତି ଧମକ

ବାଙ୍କୀ(କେନ୍ଯୁଜ୍): ମୋବାଇଲ ଟାୱାର ଉପରେ ଚଢି ଆତ୍ମାହୁତି ଧମକ। ବାଙ୍କୀ ଥାନା ଅନ୍ତର୍ଗତ ଡମପଡ଼ା ମଦନମୋହନ ଛକ ନିକଟ ଘଟଣା। ଏକ ମୋବାଇଲ ଟାୱାର ଉପରେ ଜଣେ ୨୫ ବର୍ଷୀୟ ଯୁବକ ଚଢ଼ି ଆତ୍ମାହୁତି କରିବାକୁ ଧମକ ଦେଇ ଉପରେ ବସିରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ବାଙ୍କୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଯୁବକର ଗତିବିଧି ଉପରେ ନଜର ରଖିଛନ୍ତି।

ଟାୱାରର ପୁରା ଉପରେ ବସିରହିଛି ଯୁବକ ଜଣକ। ଯୁବକ ଜଣକ ହେଲେ ରାମଚନ୍ଦ୍ରପୁର ଗାଁର ମଳୟରଂଜନ ଗୋଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.