Below header

ଟ୍ରେନରେ କଟି ଜଣେ ମୃତ

କେନ୍ଦୁଝର : ପୁଣି ଆଉ ଜଣଙ୍କର ଟ୍ରେନରେ କଟି ମୃତ୍ଯୁ ହୋଇଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଉକୁଚାବେଡା ନିକଟରେ ଟ୍ରେନରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ । ପଣ୍ଡାପଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ସକାଳୁ ଲାଇନ ଚେକ କରୁଥିବା ଜଣେ ଗେଙ୍ଗମ୍ୟାନ ପ୍ରଥମେ ଦେଖି ଷ୍ଟେସନକୁ ଖବର ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.