ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ ଆଜୀବନ ଜେଲ୍

ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ । କାରାଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ୧୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜୟପୁର ପକସୋ କୋର୍ଟ । ୨୦୨୦ ମସିହାରେ କୋରାପୁଟ ମାଛକୁଣ୍ଡ ଥାନା ଅଞ୍ଚଳରେ ଘଟଣା ଘଟିଥିଲା ।

ଜୟପୁର (କେନ୍ୟୁଜ): ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ । କାରାଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ୧୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜୟପୁର ପକସୋ କୋର୍ଟ । ୨୦୨୦ ମସିହାରେ କୋରାପୁଟ ମାଛକୁଣ୍ଡ ଥାନା ଅଞ୍ଚଳରେ ଘଟଣା ଘଟିଥିଲା । ଘରେ କେହି ନଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ୨୮ଟି ଦସ୍ତାବିଜ୍ ଓ ୧୭ଟି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ରାୟ ଶୁଣାଇଛନ୍ତି । ଜିଲ୍ଲା ପ୍ରଶାସନ ୯ଲକ୍ଷ ଅନୁକମ୍ପା ରାଶି ଦେଇଥିବାବେଳେ ବକେୟା ୮ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.