ପିଠିରୁ ତଳକୁ କାମ କରୁନି ଶରୀର, ବର୍ଷେ ହେଲାଣି ବିଛଣାରେ ପଡିରହିଛନ୍ତି କୃଷ୍ଣ
ଅଭାବି ପରିବାର ଚଳିବା ମୁସକିଲ ଏଭଳୀ ପରିସ୍ଥିତିରେ ଅଜଣା ରୋଗରେ ପଡିତ । ଘରେ ଯାହା କିଛି ଥିଲା ସବୁ ବିକ୍ରି କରି ନିଜର ଚିକିତ୍ସା କରାଇଲେ ହେଲେ କୃଷ୍ଣ ବନଛୋର । ହେଲେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲାନି ବଂର ଧିରେ ଧିରେ ତାଙ୍କ ରୋଗ ବଢିବାରେ ଲାଗିଲା । ଏବେ ଅର୍ଥ ସାଜିଛି ବାଧକ ।

କଣ୍ଟାବାଞ୍ଜି (କେନ୍ୟୁଜ) : ଦିନ ଥିଲା ସେ ଠିକରେ ଚାଲିବୁଲି ପାରୁଥିଲେ । କାମ କରି ପରିବାରର ଭରଣ ପୋଷଣ ବି କରୁଥିଲେ । ପରିବାରର ବୋଝ ସମ୍ଭାଳୁଥିଲେ । ହେଲେ ଆଜି ସେ ନିଜେ ବୋଝ ପାଲଟିଯାଇଛନ୍ତି । ଏବେ ସେ କିଡନୀ ରୋଗରେ ପିଡିତ । ଅର୍ଥ ବାଧକ ସାଜିଥିବା ହେତୁ ଏବେ ସେ ଭାଗ୍ୟକୁ ଆଦରି ଘରେ କଷ୍ଟରେ ପଡିଛନ୍ତି । ଅଭାବି ପରିବାର ଚଳିବା ମୁସକିଲ ଏଭଳୀ ପରିସ୍ଥିତିରେ ଅଜଣା ରୋଗରେ ପଡିତ । ଘରେ ଯାହା କିଛି ଥିଲା ସବୁ ବିକ୍ରି କରି ନିଜର ଚିକିତ୍ସା କରାଇଲେ ହେଲେ କୃଷ୍ଣ ବନଛୋର । ହେଲେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲାନି ବଂର ଧିରେ ଧିରେ ତାଙ୍କ ରୋଗ ବଢିବାରେ ଲାଗିଲା । ଏବେ ଅର୍ଥ ସାଜିଛି ବାଧକ ।
ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଂଚାୟତ ସାଲେପଡା ଗାଁର କୃଷ୍ଣ ବନଛୋର । ବୟସ ତାଙ୍କର ଏବେ ୬୦ , ଦିନ ଥିଲା ସେ ଭଲ ଥିଲେ କାମ କରି ଭଲରେ ଚଳୁଥିଲେ । ପରିବାର ପ୍ରତିପୋଷଣ କରୁଥିଲେ । ପରିବାର ଲୋକେ ମଧ୍ୟ ଖୁସିରେ ଥିଲେ । ହଠାତ ଦୟାନିଧି କୁ କୌଣସି ଏକ ରୋଗ ଆକ୍ରାନ୍ତ ହେଲା । ପ୍ରଥମେ ତାଙ୍କ ଚିକିତ୍ସା ପାଇଁ ଆଖ ପାଖ ରେ ଥିବା ଡାକ୍ତରଖାନା କୁ ଗଲେ କିଛି ଜଣାପଡିଲା ନାହି । ପରେ ଜଣା ପଡିଲା କିଡନୀ ରୋଗ ହୋଇଛି କଛି ମାସ ଆଗରୁ ଦିନେ ପଡିଯାଇଥିଲେ ତାଙ୍କୁ ଏବେ ତାଙ୍କ ଅବସ୍ଥା ଧିରେ ଧିରେ କ୍ଷଣ ହେବାକୁ ଲାଗୁଛୀ । ପିଠି ରୁ ଆଉ ତଳକୁ କାମ କରୁନି । ଦୀର୍ଘ ୧ ବର୍ଷ ହେଲାଣି ସେ ବିଛଣାରେ ପଡିଛନ୍ତି। ଫଳରେ ସେ ପୁର୍ବପରି ଆଉ କାମ କରିବା ରେ ଅସମର୍ଥ ହେଲେ । ଯାହା ଫଳରେ ତାଙ୍କ ପରିବାର ଏବେ ବହୁ କଷ୍ଟରେ ଚଳିବାକୁ ପଡୁଛି ।
କୃଷ୍ଣଙ୍କ ପରିବାର କାହିଲେ ତାଙ୍କ ସ୍ତ୍ରୀ ,ଜଣେ ଝିଅ ପୂର୍ବରୁ ବହୁ କଷ୍ଟରେ ୩ ଝିଅ କୁ ବାହା କରାଇସାରିଲେଣି କୃଷ୍ଣ । କୃଷ୍ଣଙ୍କ ସ୍ତ୍ରୀ ବହୁତ କଷ୍ଟରେ କିଛି ଆଣିଲେ ପରିବାର ଚାଲୁଚି । କୃଷ୍ଣ କାମ କରୀ ପରିବାର ପୋଷୁଥିଲେ। ପରିବାର ର ବୋଝ ସମ୍ଭାଳୁଥିଲେ । ହେଲେ ଆଜି ସେ ନିଜେ ବୋଝ ପାଲଟିଯାଇଛନ୍ତି । ଏବେ କୃଷ୍ଣଙ୍କ ଅବସ୍ଥା ଏପରି ହେବା ପରେ ପରିବାର ଚଳିବା ମୁଷ୍କିଲ। ଯାହା କିଛି ଥିଲା ସବୁ ବିକ୍ରି କରି ନିଜର ଚିକିତ୍ସା କରାଇଲେ ଏବେ ଆଉ ସମ୍ବଳ ନାହଁ ଅପେକ୍ଷା କରିଛନ୍ତି ସରକାରୀ ସାହାଯ୍ୟ କୁ ।ଅତ୍ୟନ୍ତ ଗରିବ ନିରୀହ କୃଷ୍ଣ ଙ୍କ ପରିବାର ପାଇଁ ଭଲ ଘର ଟିଏ ନାହିଁ । ବୟସ ୬୦ ବର୍ଷ ହେଲାଣି ବର୍ଧ୍ୟକ ଭତ୍ତା ନାହି ଖାଲି ରାସନ କାର୍ଡ ରେ ଚାଉଳ ମିଳୁଛି । କୌଣସି ଏକ ଡାକ୍ତରଖାନା ରେ ଚିକିତ୍ସା କରାଗଲା ଓ କିଛି ସରକାରୀ ସାହାଯ୍ୟ ମିଳିଲେ ସେ ପୁର୍ବ ଭଲି କାମ କରିବା ସହ ତାଙ୍କ ପରିବାର ର ଦୁଃଖ ସୁଖ ବୁଝି ପାରିବେ । ଏ ନେଇ ଆମେ ମୁରିବାହାଲ ବିଡିଓ ଙ୍କ ସହ କଥା ହେଇଥିଲୁ ଏ ବିଷୟରେ ସେ ଜାଣି ନଥିବା ବେଳେ ଆମ ମାଧ୍ୟରେ ଜାଣିବାକୁ ପାଇଥିଲେ ସେ ନିଜେ କୃଷ୍ଣ ଙ୍କ ଘରକୁ ଯାଇ ତାଙ୍କର ସ୍ଥିତି ଅନୁଧ୍ୟାନ କରି ତାଙ୍କୁ କିପରି ଉପଯୁକ୍ତ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଯାହା କିଛି ସୁବିଧା ସୁଯୋଗ ଅଛି ସବୁ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
NAME-KRUSHNA BANCHOR
AC NO-35440100002211
BANK OF BARODA
CUSTOMER ID – 0646744758