ବନ୍ୟା ଛାଡ଼ିଗଲାଣି ହେଲେ ତଳିଆ ଅଞ୍ଚଳରେ କମିନି ଦୁର୍ଦ୍ଦଶା, ଏବେବି ଜଳବନ୍ଦୀ ଅନେକ ଗାଁ

କେନ୍ଯୁଜ୍: ବନ୍ୟା ଛାଡ଼ିଗଲାଣି । ହେଲେ ତଳିଆ ଅଞ୍ଚଳର ପ୍ରଭାବିତ ଲୋକଙ୍କ କମିନି ଦୁର୍ଦ୍ଦଶା । ଯୁଆଡେ ଦେଖିଲେ ଖାଲି ପାଣି । ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ଗାଁ । ନା ପାଇ ପାରୁଛନ୍ତି ବିଜୁଳି ନା ଶୁଖିଲା ଖାଦ୍ୟ ।

ବାତ୍ୟା ପ୍ରଭାବରେ ଭାଙ୍ଗି ପଡିଥିବା ବିଜୁଳି ଖୁଣ୍ଟିକୁ ସଜାଡୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରି । ରାସ୍ତା ଉପରେ ଚାଲୁଛି ପାଣି । କିଛି ଘର ଭାଂଗି ଯାଇଛି। ଏକର ଏକର ଜମିର ଡାଳୁଅ ଧାନ ଓ ପନିପରିବା ଚାଷ ନଷ୍ଟ । ଏଥିଯୋଗୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.