Below header

ଗଞ୍ଜାମ ଦଦରାଲୁଣ୍ଡା ଗାଁ ନିକଟରେ ମାଓ ପୋଷ୍ଟର, ପୋଲିସ ଇନ୍‌ଫର୍ମଙ୍କ ସମେତ ୨ ବିଧାୟକଙ୍କୁ ହତ୍ୟା ଧମକ

ଗଞ୍ଜାମ(କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଜାହିର। ମାଓ ପୋଷ୍ଟରରେ ହତ୍ୟା ଧମକ। ଭଞ୍ଜନଗର ଦଦରାଲୁଣ୍ଡା ଗାଁ ନିକଟରେ ଏହି ମାଓ ପୋଷ୍ଟର ଲଗାଯାଇଛି। ପୋଲିସ ଇନ୍‌ଫର୍ମରଙ୍କୁ ମୃତ୍ୟୁ ଦଣ୍ଡ ନେଇ ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟରରେ ଧମକ ଦିଆଯାଇଛି। ଗଞ୍ଜାମର ୨ ବିଧାୟକଙ୍କୁ ବି ପୋଷ୍ଟରରେ ହତ୍ୟା ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.