ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟେର

ମାଲକାନଗିରି (କେନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟେର। ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟେର। ନିର୍ବାଚନ ପାଇଁ ପକାଇଥିବା ନୋମିନେସଙ୍କୁ ପ୍ରତ୍ୟାହାର କରିବା ପାଇଁ ଏହି ପୋଷ୍ଟେରରେ ଉଲ୍ଲେଖ ରହିଛି।

ପ୍ରତ୍ୟାହାର ନକଲେ ପ୍ରଜକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟେରରେ ଉଲ୍ଲେଖ ରହିଛି। ମାଓବାଦୀ ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ଏହି ପୋଷ୍ଟେର ଲଗାଯାଇଛି। ସ୍ୱାଭିମାନ ଅଂଚଳର ଯନ୍ତାପାଇ,ଜଡମ୍ବ,ଯନ୍ତ୍ରୀ ଅଂଚଳରେ ଏହି ପୋଷ୍ଟେର ଲାଗିଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.