Below header
Browsing Tag

Mao posters

ବାଲିଗୁଡା: ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି

ବାଲିଗୁଡା (କେନ୍ୟୁଜ): ଟପ ମାଓ ନେତା ଦଶରୁର ଏନକାଉଣ୍ଟର ପରେ ମାଓ ପୋଷ୍ଟର ଜାରି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ରାରୁ କାମ୍ବେରିକିଆ ରାସ୍ତା ଓ ଗଟାଙ୍ଗୀ ରାସ୍ତାରେ ଦେଖାଯାଇଛି ଏକାଧିକ ମାଓ ପୋଷ୍ଟର । ମାଓ ନେତା ଦଶରୁ ଜୀବିତ ଥିବା ଓ ତାକୁ ପୋଲିସ କଣ୍ଟ୍ରୋଲ ରୁମରେ ରଖି…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟେର

ମାଲକାନଗିରି (କେନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟେର। ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟେର। ନିର୍ବାଚନ ପାଇଁ ପକାଇଥିବା ନୋମିନେସଙ୍କୁ ପ୍ରତ୍ୟାହାର କରିବା ପାଇଁ ଏହି ପୋଷ୍ଟେରରେ ଉଲ୍ଲେଖ…