ରଥଯାତ୍ରା ପାଇଁ ପୁରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ ଲକ୍ଷଣ ଥିଲେ ଶ୍ରୀକ୍ଷେତ୍ର ନଯିବାକୁ ସ୍ୱାସ୍ଥ୍ୟ ବିଭାଗଙ୍କ ପରାମର୍ଶ

ପୁରୀ (କେନ୍ୟୁଜ): ରଥଯାତ୍ରା ପାଇଁ ପୁରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କୌଣସି କୋଭିଡ ଲକ୍ଷଣ ଥିଲେ ଶ୍ରୀକ୍ଷେତ୍ର ନଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ୧୦ ଲକ୍ଷ ମାସ୍କ ବଣ୍ଟନ ସହ ICU ବେଡ୍‌ ମଧ୍ୟ ପ୍ରସ୍ତୁତ୍‌ ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଉ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.