ବଦମାସ୍ ଲୋକଙ୍କ ନନସେନ୍ସ କାରନାମା, ଜରୁରୀକାଳୀନ ସେବାକୁ କଲ କରି କରୁଛନ୍ତି ହଇରାଣ

କେନ୍ୟୁଜ(ବ୍ୟୁରୋ):  ଜରୁରୀସେବାରେ ଥିବା ଯୋଦ୍ଧାଙ୍କ ସହ ଥଟ୍ଟାମଜା । ୧୦୪ ଓ ୧୦୮ ନମ୍ବରକୁ ଫେକ କଲ କରି ଅଶ୍ୱିଳ କଥାବାର୍ତ୍ତା କରୁଛନ୍ତି କିଛି ଦୁବୃର୍ତ୍ତ । କଲ୍‌ ନେଉଥିବା କର୍ମଚାରୀଙ୍କୁ କିଏ ପର୍ସନାଲ ନମ୍ବର ମାଗୁଛି ତ ଆଉ କିଏ ଅସଭ୍ୟ ଶଦ୍ଦ ବ୍ୟବହାର କରୁଛି ।

କେହି କେହି ଗାଳିଗୁଳଜ ବି କରୁଛନ୍ତି । ଜରୁରିକାଳୀନ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ହେଲଲାଇନ୍‌ ନମ୍ବର । ଏହାକୁ ଟାଇମପାସ୍‌ ଭାବରେ କିଛି ଲୋକ ଭାବି ନେଇଛନ୍ତି । ଅଯଥାରେ କଲ୍‌ କରି ସମୟ ନଷ୍ଟ କରୁଛନ୍ତି । ଯାହା ଫଳରେ ପ୍ରକୃତ ସେବା ଅପେକ୍ଷାରେ ଥିବା ଲୋକ ହଇରାଣ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.