Browsing Tag

fake call

ଖୁବ ଶୀଘ୍ର ଆସିବାକୁ ଯାଉଛି ସରକାରୀ ଟ୍ରୁ କଲର, ଫେକ୍ କଲ ଉପରେ ଲାଗିବ ଲଗାମ

ଏବେ ଆଉ କରିପାରିବେନି ଫେକ୍ କଲ୍ । ଖୁବ ଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ‘ଟ୍ରୁ କଲର’ ସର୍ଭିସ । ଏହି ସର୍ଭିସ ଯୋଗେ ମୋବାଇଲ ସ୍କ୍ରିନରେ ଦେଖିବାକୁ ମିଳିବ ‘କଲର’ର ସଠିକ୍ ନାମ । ଏଥିପାଇଁ TRAI ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି ହୋଇଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ…

ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍, ଲେଖାଯାଇଛି ଯେ ସହରର ୬ ଟି ସ୍ଥାନରେ ବୋମା

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସବୁବେଳେ ସତର୍କ ରହିଥାଏ । ନଭେମ୍ବର ୨୬ ଆକ୍ରମଣ ପରେ ପୋଲିସ୍ ଏବଂ ସୁରକ୍ଷା ଏଜେନ୍ସିମାନେ ସହରର ସୁରକ୍ଷାକୁ ନେଇ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ଯଦି କୌଣସି ସ୍ଥାନରୁ ପୋଲିସ୍ କିଛି ବିଶୃଙ୍ଖଳା ବିଷୟରେ ସୂଚନା ପାଇଥାଏ,…

ଆଇଫୋନରେ ଏପରି କରନ୍ତୁ Spam SMS Filter

ବାରମ୍ବାର ସ୍ପାମ୍‌ କଲ୍‌ ତଥା ମେସେଜ ପାଇଁ ଚିନ୍ତିତ କି ? ମାର୍କେଟିଙ୍ଗ ଏବଂ ଅଜଣା କଲ୍‌ ଟେନସନ୍‌ ଦଉଛି କି? ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁନାହିଁ। ଆମେ ଆଣିଛୁ ଏହାର ସମାଧାନ। ଗୋଟେ ଦିନରେ ଅନେକଙ୍କ ପାଖକୁ Spam Calls ସହିତ spam ମେସେଜ ମଧ୍ୟ ଆସିଥାଏ। ଏହାଦ୍ୱାରା ଆପଣଙ୍କ ସମୟ ତ…

୧୦୮ ଆମ୍ବୁଲାନ୍ସ ହେଲ୍ପଲାଇନକୁ ଆସୁଛି ଫେକ୍ କଲ: ମହିଳା କର୍ମଚାରୀଙ୍କୁ କରୁଛନ୍ତି ପ୍ରେମ ନିବେଦନ

ଭୁବନେଶ୍ବର(କେନ୍ୟୁଜ୍): ଆମ୍ବୁଲାନ୍‌ସ ସେବାକୁ ଆସୁଛି ଅଶ୍ଲୀଳ ଫୋନ୍‌କଲ । ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍‌ କଲ୍‌ । ଜରୁରୀକାଳୀନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଉଦ୍‌ଭ୍ରାନ୍ତ ଯୁବକଙ୍କ ପାଇଁ ପାଲଟିଛି ମନୋରଞ୍ଜନର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କିଛି କର୍ମଚାରୀଙ୍କୁ…

ବଦମାସ୍ ଲୋକଙ୍କ ନନସେନ୍ସ କାରନାମା, ଜରୁରୀକାଳୀନ ସେବାକୁ କଲ କରି କରୁଛନ୍ତି ହଇରାଣ

କେନ୍ୟୁଜ(ବ୍ୟୁରୋ):  ଜରୁରୀସେବାରେ ଥିବା ଯୋଦ୍ଧାଙ୍କ ସହ ଥଟ୍ଟାମଜା । ୧୦୪ ଓ ୧୦୮ ନମ୍ବରକୁ ଫେକ କଲ କରି ଅଶ୍ୱିଳ କଥାବାର୍ତ୍ତା କରୁଛନ୍ତି କିଛି ଦୁବୃର୍ତ୍ତ । କଲ୍‌ ନେଉଥିବା କର୍ମଚାରୀଙ୍କୁ କିଏ ପର୍ସନାଲ ନମ୍ବର ମାଗୁଛି ତ ଆଉ କିଏ ଅସଭ୍ୟ ଶଦ୍ଦ ବ୍ୟବହାର କରୁଛି । କେହି କେହି…

ମୁମ୍ବାଇର ଚାରିଟି ସ୍ଥାନରେ ବୋମା ରଖାଯାଇଥିବା ନେଇ ଆସିଲା ଫେକ୍ କଲ୍: କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ବାରା ୨ଅଟକ

ମୁମ୍ବାଇ: ମୁମ୍ବାଇର ଚାରିଟି ସ୍ଥାନରେ ବୋମା ରଖାଯାଇଥିବା ଧମକ । ଗତକାଲି ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସିଥିଲା । ପୋଲିସ ଓ ବୋମା ସ୍କାଡ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଥିଲା ଏହା ଫେକ କଲ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି କ୍ରାଇମ…

ଦେଶର ମାହୋଲ ବିଗାଡ଼ିବାକୁ ଚାଲିଛି ଷଡ଼ଯନ୍ତ୍ର, ଲୋକଙ୍କ ନିକଟକୁ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ

ଅଗଷ୍ଟ ୧୫ ଅବସରରେ ଦେଶର କେତେକ ସହରର ଲୋକଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ଏହି ମାମଲାରେ ଏବେ ଯାଏଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମଧ୍ୟ ଏକ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଦେଶଦ୍ରୋହ ଓ ଷଡ଼ଯନ୍ତ୍ର ରଚିବା ତଥା ଦେଶର ମାହୋଲ ଖରାପ କରିବା ଭଳି ଅଭିଯୋଗରେ ଏକ ମାମଲା ରୁଜୁ କରିଛି।…

ଗୋଟେ ଫୋନ କଲ ଆଉ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି! ଗ୍ରାହକଙ୍କୁ ଆଲର୍ଟ କଲା SBI

କରୋନା ଭାଇରସ ଯୋଗୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଲୋକମାନେ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି। ଅନ୍ୟପଟେ ଏହି ଲକଡାଉନ ଭିତରେ ଫେକ କଲ ଓ ମେସେଜ ସଂଖ୍ୟା ମଧ୍ୟ ଅଧିକ ବଢ଼ିଯାଇଛି। ତେବେ ଏସବୁକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି।…