ନୟାପଲ୍ଲୀ ବ୍ରିଟ କଲୋନୀରେ ଗୁଣ୍ଡାରାଜ, ଯାହାକୁ ଦେଖିଲେ ତାକୁ ହାଣିଲେ 

ନୟାପଲ୍ଲୀ ବ୍ରିଟ କଲୋନୀରେ ଗୁଣ୍ଡାରାଜ  । କେବିଏନ ଗ୍ୟାଙ୍ଗର ୬ ରୁ ୭ ଜଣ ଯୁବକ ସାଧାରଣ ଲୋକଙ୍କୁ ମାଡ଼ ମାରିଛନ୍ତି  । ଯାହାକୁ ଦେଖିଲେ ତାକୁ ହାଣିଲେ  । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ବି ଭାଙ୍ଗିଲେ  । 

ଭୁବନେଶ୍ୱର : ନୟାପଲ୍ଲୀ ବ୍ରିଟ କଲୋନୀରେ ଗୁଣ୍ଡାରାଜ  । କେବିଏନ ଗ୍ୟାଙ୍ଗର ୬ ରୁ ୭ ଜଣ ଯୁବକ ସାଧାରଣ ଲୋକଙ୍କୁ ମାଡ଼ ମାରିଛନ୍ତି  । ଯାହାକୁ ଦେଖିଲେ ତାକୁ ହାଣିଲେ  । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ବି ଭାଙ୍ଗିଲେ  ।  କିଛି ସମୟ ପାଇଁ ବ୍ରିଟ କଲୋନୀରେ ଆତଙ୍କ ଦେଖିବାକୁ ମିଳିଛି  ।

୩ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି  । ସନ୍ଧ୍ୟା ସମୟରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ବ୍ରୀଟ କଲୋନୀ ଭିତରକୁ ପଶିଲେ ଆଉ ଯାହାକୁ ପାରିଲେ ତାକୁ କଲେ ଆକ୍ରମଣ  । ନୟାପଲ୍ଲୀ ପୋଲିସ ତରଫରୁ ଆରମ୍ଭ ହୋଇଛି ତଦନ୍ତ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.