Below header

ଚାନ୍ଦବାଲି ନଳଗୋହିରା ବଜାରରେ ରାସ୍ତା ସଂପ୍ରସାରଣ ପାଇଁ ୩୫ ରୁ ଅଧିକ ଉଠା ଦୋକାନ ଭାଙ୍ଗିଲା ପ୍ରଶାସନ

ଚାନ୍ଦବାଲି: ରାସ୍ତା ସଂପ୍ରସାରଣ ପାଇଁ ୩୫ ରୁ ଅଧିକ ଉଠା ଦୋକାନ ଭାଙ୍ଗିଲା ପ୍ରଶାସନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ନଳଗୋହିରା ବଜାରରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରାୟ ୪୦ଟି ଉଠାଦୋକାନ ଥିଲା। ଦୀର୍ଘ ଦିନ ଧରି ଏମାନେ ବ୍ୟବସାୟ କରି ଆସୁଥିଲେ । ମତୋ-ଚୌଧୁରୀ ଘାଟ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ଏହି ଦୋକାନଗୁଡ଼ିକୁ ଉଚ୍ଛେଦ କରିଛି ପ୍ରଶାସନ । ଚାନ୍ଦବାଲି ତହସିଲଦାର, ଚାନ୍ଦବାଲି ପୋଲିସ ପ୍ରଶାସନ ଉପସ୍ଥିତିରେ ଦୋକାନ ଭଙ୍ଗା ଯାଇଛି। ଦେକାନ ହରାଇଥିବା ବ୍ୟବସାୟୀମାନେ ଥଇଥାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.