ଭୁବନେଶ୍ୱର ମହାନଗର ନିଗମ ତରଫରୁ ମୁଁ ସଫେଇ ବାଲା କାଯ୍ୟର୍କ୍ରମର ଶୁଭାରମ୍ଭ

ଭୁବନେଶ୍ୱର ମହାନଗର ନିଗମ ତରଫରୁ ମୁଁ ସଫେଇ ବାଲା କାଯ୍ୟର୍କ୍ରମର ଶୁଭାରମ୍ଭ। ଏକ ସ୍ୱଛତା ନିବେଦନ କାଯ୍ୟର୍କ୍ରମରେ ଓଦା ଓ ଶୁଖିଲା ବଯ୍ୟର୍ବସ୍ତୁକୁ ଅଲଗା କରି ରଖିବା ଏବଂ ବର୍ଜ୍ୟ ପରିଚାଳନାରେ ସହଯୋଗ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିଛନ୍ତି ମହାନଗର ନିଗମର ବରିଷ୍ଠ ଅଧିକାରୀ, ପୂର୍ବତନ କର୍ପୋରେଟର, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଓ ସଫେଇ କର୍ମଚାରୀ। ଘର ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି। ପ୍ରାଥମିକ ଭାବେ ପ୍ରତ୍ୟେକ ଅଞ୍ଚଳ ପାଇଁ ୪ ଜଣ ଲେଖାଏଁ ସ୍ୱଛସାଥିଙ୍କୁ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.