Below header

ପିପିଲି ନିକଟସ୍ଥ ମଙ୍ଗଳପୁର ଠାରେ ଥଟ୍ଟା ମଜାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ପୁରୀ(କେନ୍ୟୁଜ୍) : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ମଙ୍ଗଳପୁର ଠାରେ ହତ୍ୟାକାଣ୍ଡ । ମୃତକ ହେଲେ ମୁର୍ଦ୍ଧନୀପୁର ଗ୍ରାମର ସୁରେନ୍ଦ୍ର ବେହେରା । ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଥଟ୍ଟା ମଜା କରୁକରୁ ଏଭଳି ଘଟଣା ଘଟିଥିବା ଜଣାପଡିଥିବା ବେଳେ ପୋଲିସ୍ ତଦନ୍ତ ଆରମ୍ଭ  କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.