ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା: କିଭଳି କରିଥିଲା ହତ୍ୟା? କ୍ୟାମେରା ଆଗରେ ଅଭିଯୁକ୍ତର ସ୍ୱୀକାରୋକ୍ତି

ନୟାଗଡ଼ : ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତର ସ୍ୱିକାରୋକ୍ତି । କିଭଳି ସେ ହତ୍ୟା କରିଥିଲା ତାହା ସ୍ୱିକାର କରିଛି । ଯାହାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ଗିରଫ ହେବା ପୂର୍ବରୁ ହତ୍ୟାକାଣ୍ଡ କେମିତି କରିଥିଲା, ତାହା ସ୍ୱିକାର କରିଛି ଅଭିଯୁକ୍ତ ।

‘ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲି । ‘ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲି । ‘ହତ୍ୟା କରିଥିଲି କିନ୍ତୁ ଦୁଷ୍କର୍ମ କରିନଥିଲି । ‘ହତ୍ୟା ପରେ ଅନୁତାପ କରିଥିଲି’। ହତ୍ୟା ପରେ ପୋଖରୀ ନିକଟରେ ମୃତଦେହ ପକାଇ ଦେଇଥିବା  ଆଦି କଥା ଅଭିଯୁକ୍ତ ସ୍ୱୀକାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.