ଏଟିଏମ୍‌ କାଟି ଲୁଟ୍‌ ବେଳେ ୨ ଲୁଟେରାଙ୍କୁ କାବୁ କଲା ନୟାପଲ୍ଲୀ ଥାନା ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): କମିଶନରେଟ ପୋଲିସ କବ୍‌ଜାରେ ଏଟିଏମ୍‌ ଲୁଟେରା । ଦୁଇ ଲୁଟେରାଙ୍କୁ କାବୁ କଲା ନୟାପଲ୍ଲୀ ଥାନା ପୋଲିସ । ୟୁନିଟ୍‌-୮ରେ ଏଟିଏମ୍‌ କାଟି ଲୁଟ୍‌ ବେଳେ ପୋଲିସ ହାତରେ ଧରାପଡିଛନ୍ତି ।

ସେମାନଙ୍କ ଠାରୁ ଗ୍ୟାସ୍‌ କଟର ଓ ଗାଡି ଜବତ ହୋଇଛି। ଦୁଇ ଲୁଟେରାଙ୍କ ପରିଚୟ ମିଳିନଥିବାବେଳେ ଏମାନେ ବାହାର ରାଜ୍ୟର ଗ୍ୟାଙ୍ଗ ବୋଲି ପୋଲିସକୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.