ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ଜାଗମରାରେ ଫୁଟିଲା ଗୁଳି, ୪ ଅଟକ

କେନ୍ୟୁଜ୍(ବ୍ୟୁରୋ):ଗାଡ଼ି ପାର୍କିଂକୁ ନେଇ ରାଜଧାନୀର ଜାଗମରାରେ ଫୁଟିଲା ଗୁଳି। ୩ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ ହୋଇଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାଡପିଟରୁ ଏହି ଗୁଳିକାଣ୍ଡ ହୋଇଥିବା ସୂଚାନ ମିଳିଛି। ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ୪ ଜଣଙ୍କୁ ଥାନାକୁ ଆଣିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ନିଜ ଲାଇସେନ୍ସ ବନ୍ଧୁକରେ ଗୁଳି ଫୁଟେଇଥିବା ନେଇ  ପ୍ରାଥମିକ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.