କେନ୍ଦୁଝର: ପୁଣି ଅଲୋଡା ଶିଶୁ କନ୍ୟା, ମାଟି ତଳୁ ଉଦ୍ଧାର କଲେ ଗ୍ରାମବାସୀ

ଘଟଗାଁ(କେନ୍ୟୁଜ୍): ମାଟି ତଳୁ  ଉଦ୍ଧାର  ହେଲା ନବଜାତ ଶିଶୁକନ୍ୟାର ମୃତ ଦେହ। ଏପରି ଘଟଣା ଘଟିଛି କେନ୍ଦୁଝର  ଜିଲ୍ଲାର ହରିଚନ୍ଦନପୁର ବ୍ଲକର ନିପାଣିଆ ଗ୍ରାମରେ। ଆଜି ସକାଳୁ ଗ୍ରାମବାସୀମାନେ ଏକ ନବଜାତ ଶିଶୁ କନ୍ୟାର ମ୍‌ତ ଦେହ ମାଟିତଳୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ  ପୋଲିସ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.