Browsing Tag

child dead body

ହୃଦୟ ବିଦାରକ ଘଟଣା: ଆମ୍ବୁଲାନ୍ସ ନମିଳିବାରୁ ଡିକିରେ ବୁହା ହେଲା ନବଜାତକର ମୃତଦେହ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଳାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନବଜାତ ଶିଶୁର ଶବ ନେବାକୁ ଆମ୍ବୁଲାନ୍ସ ପାଇନଥିଲେ, ତେଣୁ ସେ ଶିଶୁର ମୃତଦେହକୁ ମୋଟରସାଇକେଲର ଡିକିରେ ରଖି କଲେକ୍ଟର ଅଫିସରେ ପହଞ୍ଚି ପରେ ନିଜ ଗାଁକୁ ନେଇ ଯାଇଥିଲେ। ଯାହାର…

ମା’ ସହିତ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ଯାଇ ଶିଶୁ ମୃତ

ନୟାଗଡ଼(କେନ୍ୟୁଜ୍): ନଦୀରେ ଭାସି ଯାଇ ଜଣେ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଗୌଡ଼ପୁଟ ଗାଁରେ ଆଜି ସକାଳେ ଏହି ଅଭାବନୀୟ ଘଟଣା ଘିଟିଛି। ଆଜି ସକାଳେ ୭ଟା ସମୟରେ ଗୌଡପୁଟ ଜଗନ୍ନାଥ ସାହିର ଶାନ୍ତିଲତା ବାରିକ ତାଙ୍କ ଶିଶୁକୁ ନେଇ ଗାଧୋଇବାକୁ ଯାଇଥିଲେ। ଅସାବଧନତା ଯୋଗୁ…

ଖେଳୁ ଖେଳୁ କୂଅରେ ପଡ଼ିଗଲା ୪ବର୍ଷର ଶିଶୁ ପୁତ୍ର, ଦେଖିଲା ବେଳକୁ ସବୁ ସରିଥିଲା

କେନ୍ଦୁଝର(କେନ୍ୟୁଜ): କୂଅରେ ପଡ଼ି ୪ବର୍ଷର ଶିଶୁ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ। ଗ୍ରାମର ରାଜକିଶୋର ଧୀବରଙ୍କ ୪ବର୍ଷର ପୁଅ ବିକାଶ ଧୀବର ଗତକାଲି ସନ୍ଧ୍ୟା ୫ଟା ସମୟରେ ଖେଳୁଥିବା ଅବସ୍ଥାରେ ଘର ନିକଟରେ ଥିବା କୂଅ ମଧ୍ୟରେ…

ଲକ୍ଷ୍ମୀସାଗର କେନାଲରେ ଭାସୁଛି ନବଜାତ ଶିଶୁର ମରଶରୀର, ପୋଲିସର ତଦନ୍ତ ଜାରି

ଭୁବନେଶ୍ବର(କେନ୍ୟୁଜ୍): ଲକ୍ଷ୍ମୀସାଗର କେନାଲରେ ନବଜାତ ଶିଶୁର ମରଶରୀର ଉଦ୍ଧାର। ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଦେଖି ଲକ୍ଷ୍ମୀସାଗର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମରଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।ପାଣିରେ ପଡି ଶିଶୁର ଶରୀରଟି…

ଡ୍ରେନ୍‌ରୁ ମିଳିଲା ୪ ବର୍ଷର ଶିଶୁପୁତ୍ରର ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁ ଝଗଡ଼ପଦାରେ ୪ ବର୍ଷର ଶିଶୁପୁତ୍ରକୁ ନୃଶଂସ ହତ୍ୟା । ମୃତ ଶିଶୁଟି ସୋଗର ଗାଁ ଝଗଡ଼ପଦା ସାହିର ରାଜେନ୍ଦ୍ର ମଲ୍ଲିକଙ୍କ ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ରୁଦ୍ରାକ୍ଷ ଅପରାହ୍ନରେ ଗାଁରେ ପିଲାମାନଙ୍କ…

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ବାହାରେ ଅଭାବନୀୟ ଦୃଶ୍ୟ, ଦୁଇ ଶିଶୁଙ୍କ ମୃତଦେହକୁ ଝୁଣି ଖାଉଛନ୍ତି କୁକୁର

ବାଲେଶ୍ଵର(କେନ୍ଯୁଜ୍): ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଅଭାବନୀୟ ଦୃଶ୍ୟ । ଗର୍ଭରେ ନଷ୍ଟ ହୋଇଯାଇଥିବା ଦୁଇ ଶିଶୁଙ୍କ ମୃତ ଦେହକୁ ଝୁଣି ଖାଉଛି କୁକୁର । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ସିଦ୍ଧି ବିନାୟକ ମନ୍ଦିର ନାଳ ନିକଟରେ ଦୁଇ ମୃତ ଶିଶୁଙ୍କୁ ଖାଉଛନ୍ତି…

ମାଲକାନଗିରି ମେଡିକାଲ ନିକଟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର : ଶରୀରରେ ଏକାଧିକ କ୍ଷତ, ନାହିଁ ଗୋଟିଏ ଗୋଡ଼

ମାଲକାନଗିରି: ମାଲକାନଗିରିରେ ଚାଞ୍ଚଲ୍ୟ। ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟୁ ନବଜାତ ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁ ଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ଗୋଟିଏ ଗୋଡ଼ ମଧ୍ୟ ନାହିଁ। ଏହାକୁ କେଉଁ ଅଜଣା ଜନ୍ତୁ ଖାଇ…

ଜାମ୍ମୁ ତାଇ ଏକ୍ସପ୍ରେସ ଡବାରୁ ଶିଶୁର ମୃତଦେହ ଉଦ୍ଧାର, ସମ୍ବଲପୁର ରେଳ ଷ୍ଟେସନରୁ ଠାବ ହେଲା ମୃତଦେହ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ରେଳ ଷ୍ଟେସନରେ ୱାସିଙ୍ଗ ଲାଇନରେ ଛିଡ଼ା ହୋଇଥିବା ଜାମ୍ମୁ ତାଇ ଏକ୍ସପ୍ରେସର ଶେଷ ଡବାରୁ ଶିଶୁର ମୃତଦେହ ଉଦ୍ଧାର । ମୃତ ଶିଶୁର ବୟସ ଦୁଇରୁ ତିନି ମାସ ମଧ୍ୟରେ ହେବ। ଆଜି ସକାଳୁ ସଫେଇ କର୍ମଚାରୀମାନେ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଶୌଚାଳୟ…

କେନ୍ଦୁଝର: ପୁଣି ଅଲୋଡା ଶିଶୁ କନ୍ୟା, ମାଟି ତଳୁ ଉଦ୍ଧାର କଲେ ଗ୍ରାମବାସୀ

ଘଟଗାଁ(କେନ୍ୟୁଜ୍): ମାଟି ତଳୁ  ଉଦ୍ଧାର  ହେଲା ନବଜାତ ଶିଶୁକନ୍ୟାର ମୃତ ଦେହ। ଏପରି ଘଟଣା ଘଟିଛି କେନ୍ଦୁଝର  ଜିଲ୍ଲାର ହରିଚନ୍ଦନପୁର ବ୍ଲକର ନିପାଣିଆ ଗ୍ରାମରେ। ଆଜି ସକାଳୁ ଗ୍ରାମବାସୀମାନେ ଏକ ନବଜାତ ଶିଶୁ କନ୍ୟାର ମ୍‌ତ ଦେହ ମାଟିତଳୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଘଟଣା…

ଢେଙ୍କାନାଳ: ଭୁବନ ଗାଁ ପୋଖରୀରେ ଭାସୁଛି ନବଜାତ ଶିଶୁର ମରଶରୀର , ପୋଲିସ ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ଦାବି

ଢେଙ୍କାନାଳ(କେନ୍ୟୁଜ୍): ଭୁବନ ଥାନା ଅନଳ ଗାଁରେ ଅଘଟଣ। ନିକଟସ୍ଥ ତାରିଣୀ ମନ୍ଦିର ନିକଟ ପୋଖରୀରେ ଏକ ମୃତ ଶିଶୁର ମରଶରୀର  ଭାସୁଥିବାର ଦେଖିବାକୁ ମିଳିଛି। ଶିଶୁର ମରଶରୀର ଗତ ଦୁଇଦିନ ହେବ ଏମିତି ପାଣିରେ ଭାସୁଥିବା ନେଇ ଗ୍ରାମବସୀମାନେ ସନ୍ଦେହ କରୁଛନ୍ତି।  ଗତ କାଲି ଗ୍ରାମର କିଛି ଲୋକ…