ବାଙ୍କୀ: ପ୍ରଥମାଷ୍ଟମୀ ଭାରକୁ ନେଇ ନବବଧୂକୁ ସ୍ୱାମୀ ଓ ଶାଶୂ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

ବାଙ୍କୀ(କେନ୍ୟୁଜ୍): ପ୍ରଥମାଷ୍ଟମୀ ଭାରକୁ ନେଇ ନବବଧୂକୁ ସ୍ୱାମୀ ଓ ଶାଶୂ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ । ଏପରିକି ମାଡ଼ ମାରି ରାସ୍ତାରେ ଫିଙ୍ଗି ଦେଇଥିଲେ । ବାଙ୍କୀ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ମୁମୂର୍ଷୁ ଅବସ୍ଥାରେ ନବବଧୂକୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅନ୍ୟପକ୍ଷରେ ବାଙ୍କୀ ପୋଲିସ ସ୍ୱାମୀ ପବି ସାହୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.