Below header

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ

ନୀଳଗିରି(କେନ୍ୟୁଜ୍): ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ । ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁହାଁମୁହିଁ । ମୋହରୀରଙ୍କ ଚାଳିଆ ଉଚ୍ଛେଦ ବେଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିରୋଧ କରିଥିଲେ । ଏହାକୁ ନେଇ ବିଧାୟକ ଓ ତହସିଲଦାର ସୁଶ୍ରୀତା ଟୁଡୁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ବିଧାୟକ ସୁକାନ୍ତ ନାୟକ କାର୍ଯ୍ୟଳୟ ପରିସରରେ ଅନଶନରେ ବସିଛନ୍ତି ।

strikeଆଜି ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆର. ଆଇ ଜେସିବି ସାହାଯ୍ୟରେ ଭାଙ୍ଗିବା ବେଳେ ଏହାକୁ ବିରୋଧ କରିଥିଲେ ବିଧାୟକ । ଭଙ୍ଗା ବନ୍ଦ ହେବା ପରେ ସରକାରୀ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଧାୟକ ଅନଶନରେ ବସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.