Below header

ଭୁବନେଶ୍ୱର : ଓଡିଶା ଆର୍ଥସ୍କୋପି ସୋସାଇଟର ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର (କେନ୍ୟୁଜ୍) : ଓଡିଶା ଆର୍ଥସ୍କୋପି ସୋସାଇଟର ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାଯ୍ୟର୍କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ । ଏଥିରେ ଦେଶର ବିିଭିନ୍ନ ସ୍ଥାନରୁ ଅର୍ଥୋପେଡିକ ବିଶେଷଜ୍ଞ ଯୋଗଦେଇଥିଲେ । ସମ୍ମିଳନୀରେ ଅର୍ଥୋସ୍କୋପି ସର୍ଜରୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ବହୁ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.