ଜାତୀୟ ସ୍ତରରେ ପୁଣି ଓଡ଼ିଶାକୁ ମିଳିଲା ପୁରସ୍କାର, ସ୍ୱଚ୍ଛତାରେ ଆଗୁଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜାତୀୟ ସ୍ତରରେ ଓଡ଼ିଶାକୁ ପୁଣି ଏକ ପୁରସ୍କାର । ସ୍ୱଚ୍ଛତାରେ ସବୁଠୁ ଆଗୁଆ ରାଜ୍ୟ ଭାବେ ଇଣ୍ଡିଆ ଟୁଡେ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯାଇଛି । ଆଜି ନୂଆଦିଲ୍ଲୀ ଠାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପୁରସ୍କାର ଗ୍ରହଣ କରିଛନ୍ତି । । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.