ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ପ୍ରସ୍ତୁତି, ଆସନ୍ତା ମେ ମାସ ପର୍ଯ୍ୟନ୍ତ ମାଛଧରା ବନ୍ଦ

କନ୍ୟୁଜ୍(ବ୍ୟୁରୋ):  ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ପ୍ରସ୍ତୁତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । କଇଁଛ ସୁରକ୍ଷା ପାଇଁ ୬୬ଟି ଶିବିର ଗଠନ କରାଯିବ । ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା ମେ ମାସ ପର୍ଯ୍ୟନ୍ତ ମାଛଧରା କାର୍ଯ୍ୟ ବନ୍ଦ ରହିବ । ସମୁଦ୍ର କୂଳରୁ ୨୦ କିମି ସମୁଦ୍ର ଭିତର ଯାଏ ମାଛଧରା ବନ୍ଦ ହେବ । ସମୁଦ୍ର ଭିତରକୁ ନଯିବାକୁ ଧୀବରଙ୍କୁ ନିଷିଦ୍ଧ କରାଯାଇଥିବା ବେଳେ ପ୍ରତି ଧୀବର ପରିବାରକୁ ମାସିକ ୭ ହଜାର ୫ ଶହ ଟଙ୍କା ଦିଆଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.