ଆସିଲା ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌: ଏହି ସବୁ କଟକଣା ଲାଗୁ ହେଲା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ଜାରି କଲେ  ମାର୍ଚ୍ଚ ମାସ ପାଇଁ  କୋଭିଡ୍‌ ଗାଇଡଲାଇନ୍‌ । ପୂର୍ବପରି ପାର୍ବାଣ ଉପରେ ବେଶୀ ଗୁରୁତ୍ବ ଦେଇ କିଛି କଟକଣାକୁ ଲାଗୁ କରିଛନ୍ତି  ରାଜ୍ୟ ସରକାର। ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ ବେଳେ ସତର୍କକତା ଅବଲମ୍ବନ କରିବାକୁ କୁହାଯାଇଛି। ନଜର ପକାନ୍ତୁ କଣ ରହିଛି କଟକଣା।

  • ବିବାହ, ବ୍ରତଘରରେ ୫୦୦ ଲୋକଙ୍କୁ ସାମିଲ ଅନୁମତି
  • ବିବାହ ଶୋଭାଯାତ୍ରାରେ ସର୍ବାଧିକ ଶହେ ଜଣ ଯାଇପାରିବେ
  • ଶୁଦ୍ଧିକ୍ରିୟା ଓ ଶେଷକୃତ୍ୟରେ ୨୫୦ ଲୋକଙ୍କୁ ସାମିଲ ଅନୁମତି
  • କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରୀ ଓ ଦୋଳ ପୂର୍ଣ୍ଣିମା
  • ସର୍ବସାଧାରଣ ସ୍ଥାନରେ ହୋଲି ଉତ୍ସବ ପାଳନକୁ ବାରଣ
  • ଘରେ ରହି ହୋଲି ଉତ୍ସବ ପାଳନ କରିବେ ଲୋକେ
  • କୋଭିଡ କଟକଣାରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ପାଳନ ହେବ
  • ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି
  • ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ପଡ଼ିବ
  • କୋଭିଡ କଟକଣାରେ ମେଳା, ପ୍ରଦର୍ଶନୀ ପାଇଁ ଅନୁମତି
  • ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ
  • ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି, ମିଟିଂ, କ୍ୟାମ୍ପେନ ଅନୁଷ୍ଠିତ ହେବ
  • କଟକଣା ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କଡ଼ା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.