ରାଜ୍ୟରେ ଆଜି ୬୨୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଆଜି ୬୨୩ ନୂଆ ପଜିଟିଭ ଚିହ୍ନଟ । ସେ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯୫ ଜଣ ଥିବା ବେଳେ କ୍ଵରେଣ୍ଟୀନରେ ୩୬୨ ଜଣ ଥିବା ଜଣାଯାଇଛି । ଯେବେକି ଲୋକାଲ କଣ୍ଟକଟରୁ ୨୬୧ ଜଣ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ମିଳିଛି । ଗତ ୨୪ ଘଣ୍ଟା ଭିତରେ ୭୫୬ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ରେକର୍ଡ ହୋଇଥିଲା । ଏବେ ରାଜ୍ୟରେ ୫୭୩୬ ଆକ୍ଟିଭ କେଶ ରହିଛି ।